ହାବେ ଲୋକୁକି ଯୋହରି,
ଇ ମା ୱେବ୍ସାଇଟ୍ ତାଆଁ ହାବେ ଲୋକୁକି ସ୍ୱାଗତ କି’ମାଞ୍ଜାନାମ୍ବୁ, ଇଦି ମା ଡଙ୍ଗରିଆ ୱେବ୍ସାଇଟ୍, ମା ୱେବ୍ସାଇଟ୍ଟି ମା ଡଙ୍ଗରିଆ ଲୋକୁ ବିଷୟଟି ନାକି ପୁଞ୍ଜେଲି ମୁନ୍ଦେରୁ, ଇ ୱେବ୍ସାଇଟ୍ ତାଆଁ ଡଙ୍ଗରିଆ ପାଣୁମ୍ବୁ, ବିଡ଼ିଓ, ଫୋଟ ହେଣ୍ଡେଲି ମୁନ୍ଦେରୁ ଆରେଏ ମା କାତାଟି ଲେକା ଆତି ବହି ଜାକା ପଡ଼ା ଆଏଲି ମୁନ୍ଦେରୁ ।

ନିଞ୍ଜୁନି ବାକ୍ୟ
ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”
ମାଥିଉ 20:27

